SDQ (Warden Version Odia 11-17)

Hello everyone,
 
Thank you for being here! As their warden you know the most about the child's behaviour. Below are some statements about your students' everyday behaviour. For each item, please mark the box for Not True, Somewhat True or Certainly True. It would help us if you answered all items as best you can even if you are not absolutely certain. Please give your answers on the basis of the student's behaviour over the last six months. 
 
Also there will be no best answers for any of the questions so try to answer each of the questions as truthfully as you can. 
 
ଆପଣମାନଂକୁ ଆମର ଶାରଦୀୟ ନମସ୍କାର,
 
ଏଇ ପ୍ରଶ୍ନପତ୍ର ରେ ଥିବା ପ୍ରଶ୍ନ ଗୁଡିକ ଦ୍ୱାରା ଆମେ ପିଲାଙ୍କ ମାନସିକ ସ୍ତିତି ଜାଣିବା ପାଇଁ ଚେଷ୍ଟା କରୁଛୁ, ଆଉ ସେଥିରେ ଆପଣମାଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ। ସେମାନଙ୍କର ୱାର୍ଡେନ୍ ଭାବରେ ଆପଣ ଶିଶୁର ଆଚରଣ ବିଷୟରେ ଅଧିକ ଜାଣନ୍ତି |ନିମ୍ନରେ ଆପଣଙ୍କ ଛାତ୍ରମାନଙ୍କ ଦୈନନ୍ଦିନ ଆଚରଣ ବିଷୟରେ କିଛି ବିବୃତ୍ତି ଦିଆଯାଇଛି । ପ୍ରତ୍ୟେକ ପ୍ରଶ୍ନ ପାଇଁ, ଦୟାକରି "ସତ୍ୟ ନୁହେଁ", "କିଛି ମାତ୍ରାରେ ସତ୍ୟ" କିମ୍ବା "ନିଶ୍ଚିତ ଭାବରେ ସତ୍ୟ" ମଧ୍ୟରୁ ଗୋଟିଏ ଉତ୍ତର ବାଛନ୍ତୁ । ଯଦିଓ ଆପଣ ସବୁ ପ୍ରଶ୍ନ ର ଉତ୍ତର ସଠିକ ଜାଣି ନଥିବେ ତେବେ ବି ଆପଣ ଯାହା ଠିକ ଭାବୁଛନ୍ତି ସେଇ ଉତ୍ତରଟି ଦେବାକୁ ଅନୁରୋଧ ।ଦୟାକରି ଗତ ଛଅ ମାସ ମଧ୍ୟରେ ଛାତ୍ରଙ୍କ ଆଚରଣ ଆଧାରରେ ଆପଣଙ୍କର ଉତ୍ତର ଦିଅନ୍ତୁ।
 
Your name (ତୁମର ନାମ)
Full Name of the student (ଛାତ୍ରର ନାମ)
Please give your answer based on the student's behavior in the last 6 months. Do not put any answer on the scale of right or wrong. Thereby, you are requested to answer all the questions as sincerely as possible. Your answers will help us to guide the children properly, so don't leave any questions without answering.
 
ଗତ 6 ମାସ ମଧ୍ୟରେ ଛାତ୍ରଙ୍କ ଆଚରଣ ଆଧାରରେ ଦୟାକରି ଆପଣଙ୍କର ଉତ୍ତର ଦିଅନ୍ତୁ | କୌଣସି ଉତ୍ତର କୁ ଠିକ ଭୁଲ ର ମାପକାଠିରେ ପକାନ୍ତୁ ନାହିଁ, ବରଙ୍ଗ ସବୁ ପ୍ରଶ୍ନର ଉତ୍ତର ଯଥା ସମ୍ଭବ ଦେବା ପାଇଁ ଅନୁରୋଧ. ଆପଣମାନଙ୍କ ଉତ୍ତର ଆମକୁ ପିଲାମାନଙ୍କୁ ଠିକ ମାର୍ଗଦର୍ଶନ କରିବାପାଇଁ ସାହାଯ୍ୟ କରିବା, ସେଥିପାଇଁ କୌଣସି ପ୍ରଶ୍ନ କୁ ଉତ୍ତର ନଦେଇ ଛାଡ଼ନ୍ତୁ ନାହିଁ
Not true (ସତ ନୁହେଁ)
Somewhat true (କିଛିଟା ସତ)
Certainly True (ନିଶ୍ଚିତ ଭାବରେ ସତ)
Considerate of other people's feelings (ଅନ୍ୟ ଲୋକଙ୍କ ଭାବନା ପ୍ରତି ବିଚାରଶୀଳ)
Restless, overactive, cannot stay still for long. (ଅସ୍ଥିର, ଅତ୍ୟାଧିକ ସକ୍ରିୟ, ଅଧିକା ସମୟ ସ୍ଥିର ହୋଇ ରହି ପରେ ନାହିଁ)
Often complains of headaches, stomach-aches, or sickness( ପ୍ରାୟତଃ ମୁଣ୍ଡବ୍ୟଥା, ପେଟ ଯନ୍ତ୍ରଣା, କିମ୍ବା ଅସୁସ୍ଥତା ର ଅଭଯୋଗ କରେ)
Shares readily with other young people, for example CDs, games, food ( ଅନ୍ୟ ମାନଙ୍କ ସହିତ ସହଜରେ ନିଜ ଜିନିଷ ବାଣ୍ଟି ଥାଏ ଯେମିତିକି ଖେଳନା, ଖାଦ୍ୟ ଇତ୍ୟାଦି)
Often loses temper (ଛୋଟ ଛୋଟ କଥାରେ ଚିଡିଯାଏ )
Would rather be alone than with other young people (ଅନ୍ୟମାନଂକ ସହିତ ଅପେକ୍ଷା ଏକୁଟିଆ ରହିବାକୁ ପସନ୍ଦ କରେ)
Generally well behaved, usually does what adults request (ସାଧାରଣତଃ ଭଲ ବ୍ୟବହାର କରେ, ଗୁରୁଜନ ଲୋକ ଯାହା କରିବା ପାଇଁ କୁହନ୍ତି କରେ)
Many worries or often seems worried (ବହୁତ ଚିନ୍ତା କଲା ଭଳି ଲାଗେ କିମ୍ବା ପ୍ରାୟତଃ ଚିନ୍ତାଗ୍ରସ୍ତ ଭଳି ଜଣାପଡେ)
Helpful if someone is hurt, upset or feeling ill (ଯଦି କାହାକୁ ଆଘାତ ଲାଗେ, କି କିଏ ଖରାପ ଅନୁଭବ କରେ, କିମ୍ବା ଅସୁସ୍ଥତା ଅନୁଭବ କରେ ତେବେ ନିଜଆଡୁ ସାହାଯ୍ୟ କରିବା ପାଇଁ ଆଗଭର ହୁଏ)
Constantly fidgeting or squirming (ନିରନ୍ତର ଅସ୍ଥିର ହୁଏ ଏବଂ ବହୁତ ଛଟପଟ ହୁଏ ଯେଇତିକି ଏପଟେ ସେପଟେ ବୁଲିବା, ହାତ ଗୋଡ ନିରନ୍ତ ଚଲେଇବା ଇତ୍ୟାଦି.
Please give your answers on the basis of your child's behavior over the last six months. Please read the questions carefully before answering.
 
ଗତ 6 ମାସ ମଧ୍ୟରେ ଛାତ୍ରଙ୍କ ଆଚରଣ ଆଧାରରେ ଦୟାକରି ଆପଣଙ୍କର ଉତ୍ତର ଦିଅନ୍ତୁ । ଦୟାକରି ପ୍ରଶ୍ନ ଗୁଡୁକି ଭଲସେ ପଢିକି ଉତ୍ତର ଦିୟନ୍ତୁ।

Somewhat True (କିଛିଟା ସତ)
Certainly True (ନିଶ୍ଚିତ ଭାବରେ ସତ)
Has at least one good friend( ଅତି କମରେ ଗୋଟେ ଭଲ ସାଙ୍ଗ ଟେ ଅଛି)
Often fights with other young people or bullies them (ପ୍ରାୟତଃ ଅନ୍ୟମାନଙ୍କ ସହିତ କିମ୍ବା ନିଜଠାରୁ ବୟସରେ ଛୋଟ ପିଲାଙ୍କ ସହିତ ଝଗଡା କରେ କିମ୍ବା ଅନ୍ୟମାନଙ୍କୁ ହଇରାଣ ହରକତ କରେ)
Often unhappy, depressed or tearful (ପ୍ରାୟତଃ ଦୁଖୀ, ନିରାଶ କିମ୍ବା କାନ୍ଦୁଣୁ ମାନ୍ଦୁଣୁ ଲାଗେ)
Generally liked by other young people (ସାଧାରଣତଃ ଅନ୍ୟମାନଙ୍କ ଦ୍ୱାରା ବହୁତ ଆଦୃତ ହୁଏ ବା ପସନ୍ଦିତ ହୁଏ )
Easily distracted, concentration wanders ( ସହଜରେ ବିଚଳିତ ହେଇଯାଏ ଏବଂ ଧ୍ୟାନ(ଏକାଗ୍ରତା) ବି ଏପଟ ସେପଟ ହେଇଯାଏ.)
Nervous in new situations, easily loses confidence (ନୂଆ ପରସ୍ଥିତି ରେ ଜଲ୍ଦି ସବ୍ଧ (ନର୍ଭସ) ହୋଇଯାଏ, ସହଜରେ ଆତ୍ମବିଶ୍ୱାସ ହରେଇଦିଏ)
Kind to younger children (ନିଜଠୁ ବୟସରେ ଛୋଟ ପିଲାଙ୍କ ପାଇଁ ଦୟାଳୁ ମନଭାବ ରଖେ)
Often lies or cheats (ପ୍ରାୟତଃ ମିଛ କହେ କିମ୍ବା ଠକାମୀ କାମ କରେ)
Picked on or bullied by other young people (ଅନ୍ୟମାନଙ୍କର ଅତ୍ୟାଚାର (ରାଗିଙ୍ଗ, ଗୋଡ ଟାଣିବା) ର ଶିକାର ହୁଏ)
Often volunteers to help others (parents, teachers, children (ପ୍ରାୟତଃ ସ୍ବେଛାକୃତ ଭାବରେ ଅନ୍ୟମାନଙ୍କୁ ସାହାଯ୍ୟ କରେ ଯେମିତିକି ପିତା-ମାତା, ଶିକ୍ଷକ, ସାଙ୍ଗ )
Thinks things out before acting(କାମ କରିବା ଆଗୁରୁ ଭାବି ଚିନ୍ତି କରେ)
Steals from home, school or elsewhere ( ଘରୁ, ବିଦ୍ୟାଳୟରୁ, କିମ୍ବା ଅନ୍ୟ ସ୍ଥାନରୁ ଚୋରି କରେ)
Gets along better with adults than with other young people(ସମବୟସ୍କ ଅପେକ୍ଷା ନିଜଠାରୁ ବୟସରେ ବଡ ଲୋକନକ ସହିତ ସହଜରେ ମିଶି ଯାଏ)
Many fears, easily scared (ମନରେ ବହୁତ ଭୟ ରଖେ ଏବଂ ଅତି ସହଜରେ ଭୟଭୀତ ହେଇଯାଏ)
Good attention span, sees chores or homework through to the end(ଧ୍ୟାନଶକ୍ତି ବହୁତ ଭଲ ଏବଂ ଅଲଗା ସବୁ କାମ ଓ ହୋମେୱର୍କ ବି ଶେଷ ପର୍ଯ୍ୟ୍ତ କରେ)
Do you have any other comments or concerns
ତଳେ ଦିଆଯାଇଥିବା ବକ୍ସ ରେ ଆପଣ ନିଜର ଅଂନାନ୍ୟା ମତାମତ ଦେଇପାରିବେ
Over the last six months, have your child's teachers complained of
ନିମ୍ନଲିଖିତ ବାକ୍ୟଗୁଡୁକୁ ପଢି କୁହନ୍ତୁ ଯେ ତଳଲିଖିତ ବିଷୟରେ ପିଲାଟିର ଶିକ୍ଷକ କେବେ ଗତ ୬ ମାସ ଭିତରେ ଅଭଯୋଗ କରିଛନ୍ତିକି
NO (ନା)
A little (ଟିକିଏ)
A lot (ବହୁତ)
Fidgetiness, restlessness or overactivity (ଅସ୍ଥିରତା, ଅତ୍ୟଧିକ ସକ୍ରିୟ, ଦରକାରରୁ ଅଧିକ ଚଞ୍ଚଳତା
Poor concentration or being easily distracted( ଦୁର୍ବଳ ଏକାଗ୍ରତା ଶକ୍ତି, କିମ୍ବା ସହଜରେ ଅନ୍ୟମନସ୍କ ହବା)
Acting without thinking, frequently butting in, or not waiting for his or her turn (ଚିନ୍ତାନକରି କାମ କରିବା, ବାରମ୍ବାର ମଝିରେ ପଶିକି କଥା କହିବା, କିମ୍ବା ନିଜ ପାଳି କୁ ଅପେକ୍ଷା ନକରିବା)
Overall, do you think that the child has difficulties in any of the following areas: emotions, concentration, behaviour or being able to get along with other people
 
ମୋଟାମୋଟି ଭାବେ ଆପଣ ଭାବୁଚନ୍ତିକି ପିଲାଟିର ନିମ୍ନଲିଖିତ କ୍ଷେତ୍ରଗୁଡିକରେ କୌଣସି ଅସୁବିଧା ଅଛି ଯେମିତିକି ମନଭାବରେ, ଏକାଗ୍ରତା ଶକ୍ତି, ସାଧାରଣ ବ୍ୟବହାର, କିମ୍ବା ଅନ୍ୟ ସହିତ ମିସାମିଲା କରିବାରେ
No (ନା)
Yes – minor difficulties ହଁ (ଛୋଟ ଅସୁବିଧା)
Yes – definite difficulties ହଁ (ନିର୍ଦ୍ଦିଷ୍ଟ ଅସୁବିଧା)
Yes – severe difficulties ହଁ (ଗୁରୁତର ଅସୁବିଧା)

If you have answered “Yes”, please answer the following questions about these difficulties

ଯଦି ଆପଣ ଆପଣ ଉପର ଲିଖିତ ପ୍ରଶ୍ନ ର ଉତ୍ତର "ହାଁ" ବୋଲି କହିଛନ୍ତି, ତେବେ ଦୟାକରି ନିମ୍ନଲିଖିତ ପ୍ରଶ୍ନ ର ଉତ୍ତର ଦିୟନ୍ତୁ

If you have answered “Yes”, please answer the following questions about these difficulties

ଯଦି ଆପଣ ଆପଣ ଉପର ଲିଖିତ ପ୍ରଶ୍ନ ର ଉତ୍ତର "ହାଁ" ବୋଲି କହିଛନ୍ତି, ତେବେ ଦୟାକରି ନିମ୍ନଲିଖିତ ପ୍ରଶ୍ନ ର ଉତ୍ତର ଦିୟନ୍ତୁ

How long have these difficulties been present? (କେତେଦିନ ହେଲାଣି ଉପର ଲିଖିତ ଅସୁବିଧା ଗୁଡାକୁ ପିଲାଟି ଅନୁଭବ କରୁଛି)
Less than a month (ଏକ ମାସରୁ କମ୍)
1-5 months (1-5 ମାସ)
-12 months (6-12 ମାସ)
Over a year (ଏକ ବର୍ଷରୁ ଅଧିକ) |
Do the difficulties upset or distress your child?
ପୂର୍ବ ପୃଷ୍ଠା ରେ ଉଲ୍ଲିଖିତ ଅସୁବିଧା ଗୁଡାକ ପିଲାଟିକୁ ବିବ୍ରତ କିମ୍ବା ଦୁଃଖିତ କରୁଛିକି?
Not at all (ଆଦୌ ନୁହଁ)
A little (ଟିକିଏ)
A medium amount (ଏକ ମଧ୍ୟମ ପରିମାଣ)
A great deal (ବହୁତ କିଛି)
Do the difficulties interfere with your child's everyday life in the following areas?
ପୂର୍ବ ପୃଷ୍ଠା ରେ ଉଲ୍ଲିଖିତ ଅସୁବିଧା ଗୁଡାକ ପିଲାଟିର ଦୈନଦିନ ଜୀବନର ନିମ୍ନଲିଖିତ କ୍ଷେତ୍ର ଗୁଡ଼ାକରେ ପ୍ରଭାବ ପକଉଛିକି
Not at all (ଆଦୌ ନୁହଁ)
A little (ଟିକିଏ)
A midium amount (ଏକ ମଧ୍ୟମ ପରିମାଣ)
A great deal (ବହୁତ ପରିମାଣ ରେ)
Home life (ପାରିବାରିକ ଜୀବନ)
Friendship (ବନ୍ଧୁତା)
Classroom learning (ଶ୍ରେଣୀ ଗୃହ ଶିକ୍ଷା)
Leisure activities (ଅବକାଶ କାର୍ଯ୍ୟକଳାପ)
{"name":"SDQ (Warden Version Odia 11-17)", "url":"https://www.quiz-maker.com/QCW6KSU72","txt":"Hello everyone,   Thank you for being here! As their warden you know the most about the child's behaviour. Below are some statements about your students' everyday behaviour. For each item, please mark the box for Not True, Somewhat True or Certainly True. It would help us if you answered all items as best you can even if you are not absolutely certain. Please give your answers on the basis of the student's behaviour over the last six months.    Also there will be no best answers for any of the questions so try to answer each of the questions as truthfully as you can.      ଆପଣମାନଂକୁ ଆମର ଶାରଦୀୟ ନମସ୍କାର,   ଏଇ ପ୍ରଶ୍ନପତ୍ର ରେ ଥିବା ପ୍ରଶ୍ନ ଗୁଡିକ ଦ୍ୱାରା ଆମେ ପିଲାଙ୍କ ମାନସିକ ସ୍ତିତି ଜାଣିବା ପାଇଁ ଚେଷ୍ଟା କରୁଛୁ, ଆଉ ସେଥିରେ ଆପଣମାଙ୍କ ସହଯୋଗ ପାଇଁ ଅଶେଷ ଧନ୍ୟବାଦ। ସେମାନଙ୍କର ୱାର୍ଡେନ୍ ଭାବରେ ଆପଣ ଶିଶୁର ଆଚରଣ ବିଷୟରେ ଅଧିକ ଜାଣନ୍ତି |ନିମ୍ନରେ ଆପଣଙ୍କ ଛାତ୍ରମାନଙ୍କ ଦୈନନ୍ଦିନ ଆଚରଣ ବିଷୟରେ କିଛି ବିବୃତ୍ତି ଦିଆଯାଇଛି । ପ୍ରତ୍ୟେକ ପ୍ରଶ୍ନ ପାଇଁ, ଦୟାକରି \"ସତ୍ୟ ନୁହେଁ\", \"କିଛି ମାତ୍ରାରେ ସତ୍ୟ\" କିମ୍ବା \"ନିଶ୍ଚିତ ଭାବରେ ସତ୍ୟ\" ମଧ୍ୟରୁ ଗୋଟିଏ ଉତ୍ତର ବାଛନ୍ତୁ । ଯଦିଓ ଆପଣ ସବୁ ପ୍ରଶ୍ନ ର ଉତ୍ତର ସଠିକ ଜାଣି ନଥିବେ ତେବେ ବି ଆପଣ ଯାହା ଠିକ ଭାବୁଛନ୍ତି ସେଇ ଉତ୍ତରଟି ଦେବାକୁ ଅନୁରୋଧ ।ଦୟାକରି ଗତ ଛଅ ମାସ ମଧ୍ୟରେ ଛାତ୍ରଙ୍କ ଆଚରଣ ଆଧାରରେ ଆପଣଙ୍କର ଉତ୍ତର ଦିଅନ୍ତୁ।, Your name (ତୁମର ନାମ), Full Name of the student (ଛାତ୍ରର ନାମ)","img":"https://www.quiz-maker.com/3012/images/ogquiz.png"}
Powered by: Quiz Maker