std -x

ସାରଳା ଦାସ୍ ଙ୍କ ରଚନା ନୁହେଁଁ
ବିଲଙ୍କା ରାମାୟଣ
ଚଣ୍ଡି ପୁରାଣ
ଭାଗବତ
ସରଳା ମହାଭାରତ
ମାନଗୋବିନ୍ଦ କିଏ ?
ଶ୍ରୀକୃଷ୍ଣ
ଯୁଧିଷ୍ଟିର
ଅର୍ଜୁନ
ଦ୍ରିଯୋଧନ
କୁନ୍ତୀ ଙ୍କ ପୁତ୍ର
କୌନ୍ତେୟ
ଦାଶରଥୀ
ସୌମୈତ୍ର
ବୈନତା
ନିରିମାଖି ଶବ୍ଦ ତୀର ଅର୍ଥ କଣ
ନୀରିହ
ନୀରବ
ଅସହାୟ
ସହାୟ
ଘଟୋତ୍କଚ କାହାର ପୁତ୍ର ଥିଲେ?
ଯୁଧିଷ୍ଟିର
ଭୀମ
ଅର୍ଜୁନ
ନକୁଳ
 
ଦ୍ରିଯୋଧନ ଙ୍କର ପୁତ୍ର ଙ୍କର ନାମ କ 'ଣ ଥିଲା
ଅଭିମନ୍ୟୁ
ଲକ୍ଷ୍ମଣ କୁମାର
ଘଟୋତ୍କଚ
ବେଲାଳସେନ
ସମୋଦ୍ରେ
ନଦୀ
ପୋଖରୀ
ସମୁଦ୍ର
କୂଅ
ପ୍ରଭାତ ର ପ୍ରତିଶବ୍ଦ କେଉଁଟି
ରଜନୀ
ନିଶି
ସକାଳ
ସଂଧ୍ୟା
ପୃଥିବୀ ,ଆକାଶ,ବାୟୁ ,ଜଳ,ଅଗ୍ନି କଣ କୁହାଯାଏ ?
ପଞ୍ଚଇନ୍ଦ୍ରିୟ
ପଞ୍ଚଶସ୍ୟ
ପଞ୍ଚଜନ୍ୟ
ପଞ୍ଚଭୁତ
ଜନ୍ମଭୂମି ର ଲେଖକ କିଏ?
କୃଷ୍ଣା ଚନ୍ଦ୍ର ତ୍ରିପାଠୀ
କୃଷ୍ଣଚନ୍ଦ୍ର ପାଣିଗ୍ରାହୀ
କାହ୍ନୁଚରଣ ମହାନ୍ତି
କେଉଁଟି ନୁହେଁଁ
କେଉଁଟି ଶୁଦ୍ଧ ?
ଶାରୀରିକ
ଶାରିରିକ
ଶାରୀରୀକ
ଶାରିରୀକ
ଶୁଷ୍କ ଶବ୍ଦ ଟି କିପରି ତିଆରି ହୋଇଛି ?
ଶୁଷ +ତ
ଶୁଷ +କ
ଶୋଷ + କ
ଶୋଷ +ତ
ଧର୍ମାନ୍ତର - ଏହାର ବିଗ୍ରହ ବାକ୍ୟ କ ଣ ହେବ
ଧର୍ମ ଓ ଅନ୍ତର
ଧର୍ମରୁ ଅନ୍ତର
ଅନ୍ୟ ଧର୍ମ
ଧର୍ମ ର ଅନ୍ତର
ଆୟୁ ସୂର୍ଯ୍ୟ-ଏହାର ଅର୍ଥ କଣ
ଆୟୁ ରୂପକ ସୂର୍ଯ୍ୟ
ଆୟୁ ଓ ସୂର୍ଯ୍ୟ
ଆୟୁ ଅଟେ ସୂର୍ଯ୍ୟ
ଆୟୁର ସୂର୍ଯ୍ୟ
0
{"name":"std -x", "url":"https://www.quiz-maker.com/QWMX197","txt":"ସାରଳା ଦାସ୍ ଙ୍କ ରଚନା ନୁହେଁଁ, ମାନଗୋବିନ୍ଦ କିଏ ?, କୁନ୍ତୀ ଙ୍କ ପୁତ୍ର","img":"https://www.quiz-maker.com/3012/images/ogquiz.png"}
Powered by: Quiz Maker